Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁକୁଳା ଡ୍ରେନରେ ଭାସିଗଲା ୮ ବର୍ଷର ନାବାଳକ

Odisha

ମୁକୁଳା ଡ୍ରେନରେ ଭାସିଗଲା ୮ ବର୍ଷର ନାବାଳକ

Rashmita Mishra
Browse all articles by Rashmita Mishra
·1 year ago
ମୁକୁଳା ଡ୍ରେନରେ ଭାସିଗଲା ୮ ବର୍ଷର ନାବାଳକ

ଅର୍ଗସ ବ୍ୟୁରୋ:ପ୍ରବଳ ବର୍ଷା ଯେଗୁଁ ରାଜଧାନୀ ଭୁବନେଶ୍ୱରରେ ଅଘଟଣ । ୟୁନିଟ୍ 3  ମସଜିଦ କଲୋନୀ ପାଖରେ ଥିବା ମୁକୁଳା ଡ୍ରେନରେ ଭାସିଗଲା ନାବାଳକ।

୮ ବର୍ଷର ନାବାଳକ ଭାସି ଯାଇଥିବା ସୂଚନା। ଲଗାଣ ବର୍ଷାରେ ପିଲାଟି ଖସି ଯାଇ ମୁକୁଳା ଡ୍ରେନ ପଡ଼ି ଯାଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ଉଦ୍ଧାର କାଯ୍ୟ ଜାରି ରହିଛି । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
An 8-year-old minor floated in the Mukula drain | Argus News