Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଥମୁନି ଜନନୀ ଯନ୍ତ୍ରଣା, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

Banajyotshna Ray
Browse all articles by Banajyotshna Ray
·1 year ago
ଥମୁନି ଜନନୀ ଯନ୍ତ୍ରଣା, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

ଅର୍ଗସ ବ୍ୟୁରୋ:  ଥମୁନି ଜନନୀ ଯନ୍ତ୍ରଣା । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଭାରରେ ବୁହା ହେଲା ଗର୍ଭବତୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତ ମଭୁବିଶାଳୀ ଗାଁରୁ ଆସିଛି ଏପରି ଚିତ୍ର ।  ଗାଁରେ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହାପରେ ଆଶାକର୍ମୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ପକ୍କା ରାସ୍ତା ନଥିବାରୁ ଗାଁଠୁ ୨କିମି ଦୂରରେ ମାଳବିଶାଳି ଛକ ନିକଟରେ ଆମ୍ବୁଲାନ୍ସ ଗାଡିଟି ଅଟକି ଯାଇଥିଲେ । ଶେଷରେ ପରିବାର ଏବଂ ସ୍ଥାନୀୟ ଲୋକ ଏକ ଭାରରେ ଗର୍ଭବତୀଙ୍କୁ ବୁହାଇଥିଲେ । ଆଉ ୨ କିମି ଭାରରେ ବୁହା ହେବା ପରେ ଆମ୍ବୁଲାନ୍ସ ଯୋଗେ ପୋତାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An ambulance not come to the village | Argus News