Videos
|
Odisha

ଗାଁରେ ପହଁଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲା ରୋଗୀ

Banajyotshna Ray
Browse all articles by Banajyotshna Ray
·2 years ago
ଗାଁରେ ପହଁଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲା ରୋଗୀ

ଅର୍ଗସ ବ୍ୟୁରୋ:  ଗାଁରେ ପହଁଞ୍ଚି ପାରିଲାନି ଆମ୍ବୁଲାନ୍ସ। ସମ୍ବଲପୁରରେ ପୁଣି ଖଟିଆରେ ବୁହାହେଲା ରୋଗୀ। ନକଟିଦେଉଳ ବ୍ଲକ ଘୁଷୁରାମାଳ ପଞ୍ଚାୟତର କ୍ଷେତ୍ରପୁର ଗାଁର ସିପିଏମ୍ ଲାକ୍ରା ଅସୁସ୍ଥା ହେବା ପରେ ଗାଁର ଆଶା କର୍ମି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ପହଁଞ୍ଚିନଥିଲା। ଶେଷରେ ଜଙ୍ଗଲର ଅଣ ଓସାରିଆ ରାସ୍ତାରେ ଖଟିଆରେ ରୋଗୀକୁ ୩କିଲୋ ମିଟର ବୋହି ନେଇଥିଲେ ଗ୍ରାମବାସୀ। ପରେ ବାଇକ୍ ଯୋଗେ ରେଢାଖୋଲ ଡାକ୍ତରଖାନାରେ ରୋଗୀକୁ ପହଁଞ୍ଚାଇଥିଲେ ରୋଗୀଙ୍କ ସମ୍ପର୍କୀୟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
An ambulance not reached the village, the patient carry on the bed | Argus News