Videos
|
Odisha

ନିର୍ବାଚନ ପୂର୍ବରୁ ମିଛ ବିକାଶର ଛବି ଦେଖାଇ ବରଗଡ଼ରେ ଭୋଟ୍ ଗୋଟାଇବାକୁ ଉଦ୍ୟମ

Banajyotshna Ray
Browse all articles by Banajyotshna Ray
·2 years ago
ନିର୍ବାଚନ ପୂର୍ବରୁ ମିଛ ବିକାଶର ଛବି ଦେଖାଇ ବରଗଡ଼ରେ ଭୋଟ୍ ଗୋଟାଇବାକୁ ଉଦ୍ୟମ

ଅର୍ଗସ ବ୍ୟୁରୋ: ପୁଣି ଖୋଲିଲା 24 ବର୍ଷୀୟ ସରକାରଙ୍କ ମିଛ ଡିଣ୍ଡିମର ପୋଲ୍। ନିର୍ବାଚନ ପୂର୍ବରୁ ମିଛ ବିକାଶର ଛବି ଦେଖାଇ ବରଗଡ଼ରେ ଭୋଟ୍ ଗୋଟାଇବାକୁ ଉଦ୍ୟମ। ଆମ ଓଡିଶା ନବୀନ ଓଡିଶା ବୁକଲେଟରେ ମିଛ ତଥ୍ୟ ଦେଇ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। କାଳିଆ ଯୋଜନା ନାଁରେ ରାଜ୍ୟ ସରକାର ମିଛ ପ୍ରଚାର କରିଥିବା ଧରାପଡିଛି ।

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଡ଼ାଲବ ପଞ୍ଚାୟତର ବାଲିକୁଲୁଣ୍ଡା ଗାଁର ଚାଷୀ ଉଦ୍ଧବ ସେଠ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ ପାଇ ନାହାନ୍ତି। ହେଲେ ଆମ ଓଡିଶା ନବୀନ ଓଡିଶା ବୁକଲେଟରେ ସେ ପ୍ରତିବର୍ଷ ୧୨ ହଜାର ୫୦୦ ଟଙ୍କା ଅନୁଦାନ ପାଇ ଉପକୃତ ହୋଇଥିବା ତାଙ୍କ ଫୋଟୋ ସହ ଦର୍ଶାଯାଇଛି। ଯାହାକୁ ନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
An attempt to win votes in Bargarh by showing false development pictures before the elections | Argus News