Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଳମ୍ବିତ ରାତିରେ ଗାଁରେ ପଶିଲା ହାତୀ

Odisha

ବିଳମ୍ବିତ ରାତିରେ ଗାଁରେ ପଶିଲା ହାତୀ

Ritu Das
Browse all articles by Ritu Das
·2 years ago
ବିଳମ୍ବିତ ରାତିରେ ଗାଁରେ ପଶିଲା ହାତୀ

ଅର୍ଗସ ବ୍ୟୁରୋ: ଦେବଗଡ଼ ଜିଲ୍ଲା କୋଲବସା ପଞ୍ଚାୟତ ଅଞ୍ଚଳ ଚିରଗୁଣିକୁଦର ଗ୍ରାମରେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଗ୍ରାମ ମଧ୍ୟକୁ ପଶି ଆସି ସେହି ଗ୍ରାମର ଭୁବନେଶ୍ୱର ନାୟକ, ଯୋଗେଶ୍ୱର କୁମୁରା ଓ ଥବିର ନାୟକଙ୍କ ବାସଗୃହ ଭାଙ୍ଗି ଦେଇଛି। 

ଗାଁ ମଧ୍ୟରେ ହାତୀ ବାସଗୃହ ଭାଙ୍ଗୁ ଥିବା ଦେଖି ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମାନେ ହାତୀକୁ ବାଜା ଓ ନିଆଁ ହୁଳା ଦେଖାଇ ଘଉଡ଼ାଇବା ଥିଲେ l ଆଜି ସକାଳେ ପଳସମା ଫରେଷ୍ଟର ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ‌l 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An elephant entered | Argus News