Videos
|
Odisha

ଖିଣ୍ତା ଗାଁରେ ବୁଲୁଛି ହାତୀ

Ritu Das
Browse all articles by Ritu Das
·2 years ago
ଖିଣ୍ତା ଗାଁରେ ବୁଲୁଛି ହାତୀ

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ଖିଣ୍ତା  ଘୁରିବୁଲୁଛି ଦନ୍ତାହାତୀ । ସୂଚନା ଯେ , ରାଜ୍ୟରେ ପ୍ରଥମ ଥର ରାଜ୍ୟରେ ଗୁଳିବିଦ୍ଧ ଦନ୍ତାହାତୀ ପାଖରେ ୩ମାସ ହେବ ରେଡିଓ କୋଲାର ଲାଗିଥିବା ବେଳେ ହାତୀଟି ସେହି ଦିନ ଠାରୁ ଜଙ୍ଗଲକୁ ଯାଉଥିବା ବେଳେ ଗାଁ ପାଖରେ ଘୁରିବୁଲୁଛି। 

ଫଳରେ ଲୋକମାନେ ହାତୀକୁ ଦେଖି ଭୟଭୀତ ହୋଇଥିବା ସହ ଫସଲ ନଷ୍ଟ କରୁଥିବାରୁ ଗାଁ ଗାଁରେ ଅସନ୍ତୋଷ ବୃଦ୍ଧି ପାଉଛି। ଅନ୍ୟ ପକ୍ଷରେ ବନବିଭାଗ ଜଙ୍ଗଲକୁ ଘଉଡ଼ାଇବାରେ ପ୍ରୟାସ କଲେ ମଧ୍ୟ ବାରମ୍ବାର ବିଫଳ ହୋଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
An elephant | Argus News