ଶୌଚବେଳେ ଜଣଙ୍କୁ ଦଳିଦେଲା ଦନ୍ତା
·1 year ago

ଅର୍ଗସ ବ୍ୟୁରୋ: ଶୌଚ ହେଉଥିବାବେଳେ ଜଣେ ବ୍ୟକ୍ତିଙ୍କୁ ଦଳି ଦେଲା ଦନ୍ତା ହାତୀ । ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳ ଝିରପାଣି ବସ୍ତିରେ ଘଟିଛି ଏହି ଅଘଟଣ ।
ମୃତକ ହେଲେ ସାମୁଏଲ ସାଇନ୍ଦ । ଝାଡ଼ଖଣ୍ଡ ଅଞ୍ଚଳରୁ ଦନ୍ତା ହାତୀ ଆସିଥିବା ଜାଣି ରାତିରେ ପାଟ୍ରୋଲିଂ କରୁଥିଲା ବନ ବିଭାଗ ।
ଯୁବକଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛନ୍ତି ବନ କର୍ମଚାରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
