Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର

Odisha

ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago
ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର

ଅର୍ଗସ ବ୍ୟୁରୋ: ନୀଳଗିରି କୁଳଡିହା ଅଭୟାରଣ୍ୟ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। କୁଳଡିହା ଅଭୟାରଣ୍ୟ ସୀମାନ୍ତ ବାଲିଆନାଳ ଵିଟ ଅଞ୍ଚଳକୁ ଖଡ଼ିଚୁଆ ଅଞ୍ଚଳର ମୁକୁନ୍ଦ ମାଝୀ ଛେଳି ଚରାଇବାକୁ ଯାଇଥିଲେ। ଏକ ଦନ୍ତାହାତୀ ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲା। ଶୁଣ୍ଢରେ ଫିଙ୍ଗି ଗୋଡ଼ ପକାଇ ଦେବାରୁ ସେ ପ୍ରାଣ ବିକଳରେ ଡାକ ପକାଇବାରୁ ଡାକ ଶୁଣି କିଛି ଲୋକ ଦୌଡ଼ି ଯିବାରୁ ଦନ୍ତା ହାତୀଟି ଛାଡି ପଳାଇ ଯାଇଥିଲା।  ବନବିଭାଗ ଗୁରୁତର ଭାବେ ମୁକୁନ୍ଦ କୁ ନୀଳଗିରି ହସ୍ପିଟାଲ ରେ ଭର୍ତ୍ତି ପରେ ସ୍ୱାସ୍ଥ୍ୟ ଅବସ୍ଥା ହେବାରୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ସେ ଗରିବ ହୋଇଥିବା ବେଳେ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
An old man is seriously injured in an elephant attack | Argus News