Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାଠଯୋଡ଼ି ନଦୀରେ ବୁଡ଼ି ବୃଦ୍ଧା ନିଖୋଜ

Odisha

କାଠଯୋଡ଼ି ନଦୀରେ ବୁଡ଼ି ବୃଦ୍ଧା ନିଖୋଜ

Manini Pattanayak
Browse all articles by Manini Pattanayak
·1 year ago
କାଠଯୋଡ଼ି ନଦୀରେ ବୁଡ଼ି ବୃଦ୍ଧା ନିଖୋଜ

କଟକ :  କଟକ କାଠଯୋଡ଼ି ନଦୀରେ ବୁଡ଼ି ଜଣେ ବୃଦ୍ଧା ନିଖୋଜ। ଖାନନଗର ସ୍ଥିତ କାଠଯୋଡ଼ି ନଦୀରେ ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ବୃଦ୍ଧା ବ୍ୟକ୍ତି ଜଣେ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ କରିବା ସତ୍ତ୍ଵେ ନିଖୋଜ ବୃଦ୍ଧାଙ୍କ କୌଣସି ଖୋଜ ଖବର ମିଳିପାରି ନାହିଁ। ନିଖୋଜ ବୃଦ୍ଧା ଜଣକ କଟକ ଝାଞ୍ଜିରିମଙ୍ଗଳା ଲୁଣିଆ ସାହି ଅଞ୍ଚଳର ୮୦ ବର୍ଷ ବୟସ ଫକୀର ଚରଣ ନାୟକ। ସେ ପେଶାରେ ଜଣେ ବଢେଇ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
An old woman who drowned in the river is missing | Argus News