Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ପୁଣି ଝରୀଗାଁରେ ଦାଦନ ଜନିତ ମୃତ୍ୟୁ 

Odisha

 ପୁଣି ଝରୀଗାଁରେ ଦାଦନ ଜନିତ ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ପୁଣି ଝରୀଗାଁରେ ଦାଦନ ଜନିତ ମୃତ୍ୟୁ 

ନବରଙ୍ଗପୁର:  ପୁଣି ଝରୀଗାଁ ରେ ଦାଦନ ଜନିତ ମୃତ୍ୟୁ ଘଟଣା ଏବେ ସରକାରଙ୍କ ପାରିବା ପଣିଆ କୁ ପଦାରେ ପକେଇଛି। ଶ୍ରମିକଙ୍କ ଲାଗି ଶ୍ରମ ଯୋଗାଡ଼ ନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଶ୍ରମିକ କିନ୍ତୁ କାମ ନ ପାଇ ନିଜ ଭିଟା ମାଟି ଛାଡି ଦୂର ରାଇଜ କୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରୁଛି।

ଯାହାକି ଝରୀଗାଁ ବ୍ଲକ କୂଟ୍ରିଛାପର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମର ବଳି ଯାନୀ ର ଦାଦନ ଜନିତ ମୃତ୍ୟୁ ପୁଣି ଏକ ସରକାରର ଏଇ ଅପାରଗତା ନେଇ ପ୍ରଶ୍ନ ଉଠିଛି । ନିଜ ଅଞ୍ଚଳରେ କାମ ଦାମ ନପାଇ ଆଜକୁ  ୨୦ ଦିନ ହେବ ବାହାର ରାଜ୍ୟ କୁ କାମ କରିବାକୁ ଯାଇ ମୃତ୍ୟୁ ବରଣ କରିଛି। ବଳି ର ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ତାଙ୍କ ପରିବାର ସଜନ ଶବ ଆଣିବା ଲାଗି ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି।
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
And the incident of stabbing death in Jhariga has now ruined the government's finances | Argus News