Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ଅଧିଆ ବୈଠକ କଲେ ଆନ୍ଧ୍ରର ରାଜନୈତିକ ଦଳ ନେତା

Banajyotshna Ray
Browse all articles by Banajyotshna Ray
·2 years ago
ରାତି ଅଧିଆ ବୈଠକ କଲେ ଆନ୍ଧ୍ରର ରାଜନୈତିକ ଦଳ ନେତା

ଅର୍ଗସ ବ୍ୟୁରୋ: କୋଟିଆ ଦଖଲ ପାଇଁ ଆନ୍ଧ୍ରର ବଡ଼ ଷଡ଼ଯନ୍ତ୍ର । ଉପର ସେମ୍ବିରେ ଅନୁପ୍ରବେଶ ସହ ରାତି ଅଧିଆ ବୈଠକ କଲେ ଆନ୍ଧ୍ର ରାଜନୈତିକ ଦଳର ନେତା । ପ୍ରଥମ ପର୍ଯ୍ୟାୟରେ ଦଳୀୟ ପତକା ଲାଗାଇଥିଲା ଆନ୍ଧ୍ର । ଦ୍ୱିତୀୟ ପର୍ଯ୍ୟାୟରେ ଚଳଚିତ୍ର ଏବଂ ତୃତୀୟ ପର୍ଯ୍ୟାୟରେ ଦଳୀୟ ପ୍ରଚାର କରି କୋଟିଆ ଅକ୍ତିଆର କରିବାକୁ ହୋଇଛି ଯୋଜନା । କୋଟିଆର ଖଣିଜ ସହ ଅମାପ ପର୍ଯ୍ୟଟନ ସମ୍ଭାବନା ଉପରେ ରହିଛି ପଡ଼ୋଶୀ ରାଜ୍ୟର ଲୋଲୁପ ଦୃଷ୍ଟି।

ତେଣୁ ଓଡ଼ିଶା ଦଖଲ ଷଡ଼ଯନ୍ତ୍ର ସଫଳ କରିବାକୁ ଲାଗିପଡ଼ିଛନ୍ତି ଆନ୍ଧ୍ରର ସରାକାରୀ ଅଧିକାରୀଙ୍କଠାରୁ ନେଇ ରାଜନେତା । ଆମ ରାଜ୍ୟର 24 ବର୍ଷର ବିଜେଡି ସରକାରର ସ୍ଥାଣୁତା ଓ ଅପାରଗତା ଯୋଗୁଁ ମନମାନି ଚଳାଇଛି ପଡ଼ୋଶୀ ରାଜ୍ୟ। ଆଉ ସଂକଟରେ ପଡ଼ିଛି ଓଡ଼ିଶାର ସୀମା, ଭାଷା ଓ ସଂସ୍କୃତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Andhra Big Conspiracy to Capture Kotia | Argus News