Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଟିଆରେ ପିଲାଙ୍କୁ ପୋଲିଓ ଖୁଆଇଲେ ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମଚାରୀ

Odisha

କୋଟିଆରେ ପିଲାଙ୍କୁ ପୋଲିଓ ଖୁଆଇଲେ ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମଚାରୀ

Banajyotshna Ray
Browse all articles by Banajyotshna Ray
·2 years ago
କୋଟିଆରେ ପିଲାଙ୍କୁ ପୋଲିଓ ଖୁଆଇଲେ ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମଚାରୀ

ଅର୍ଗସ ବ୍ୟୁରୋ: କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ଗାଁରେ ପହଞ୍ଚି ପିଲାଙ୍କୁ ପୋଲିଓ ଖୁଆଇଲେ ଆନ୍ଧ୍ରର ସ୍ବାସ୍ଥ୍ୟ କର୍ମଚାରୀ । କୋଟିଆ ତଥା ଆନ୍ଧ୍ରର ଗଞ୍ଜେଇପଦର ସଚିବାଳୟ ଅନ୍ତର୍ଗତ ବିଭିନ୍ନ ଗାଁରେ ପୋଲିଓ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଆନ୍ଧ୍ର। ସେଠାରେ ତୋନମ୍ ସିଏଚସି ଅନ୍ତର୍ଗତ ଡିଏମ୍ଏଚ ଓ ଅଧିକାରୀ ସିବାକୁମାରଙ୍କ ନେତୃତ୍ବରେ  ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଯାଇଥିଲା । ରାଜ୍ୟସରକାରଙ୍କ ଇଚ୍ଛା ଶକ୍ତି ଅଭାବରୁ ଜନ ସେବା ଓ ବିକାଶ କାମରେ ଫାଇଦା ନେଉଛି ଆନ୍ଧ୍ର । କୋଟିଆ ଉପରେ ଥିବା ଆନ୍ଧ୍ରର ଲୋଲୁପ ଦୃଷ୍ଟି ଏବେ ତୀବ୍ରତର ହେଉଛି । ବାରମ୍ବାର ଅନୁପ୍ରବେଶ କରୁଛି ଆନ୍ଧ୍ର୍ । ଏଠି 24 ବର୍ଷର ସ୍ଥିର ସରକାରର ନୀରବତା ନେଇ ଉଠୁଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Andhra health workers give polio to child in Kotia | Argus News