Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଟିଆରେ ବିଦ୍ୟୁତ ସେବା ଯୋଗାଉଛି ଆନ୍ଧ୍ର

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୋଟିଆରେ ବିଦ୍ୟୁତ ସେବା ଯୋଗାଉଛି ଆନ୍ଧ୍ର

ଅର୍ଗସ ବ୍ୟୁରୋ: ବ୍ରେକ ଦେଉନି ଆନ୍ଧ୍ର । ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ । ହେଲେ ରାଜ୍ୟ ସରକାର କିନ୍ତୁ ଚୁପ୍ । ଆନ୍ଦ୍ରର ବିଦ୍ୟୁତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରି ଙ୍କ କୋଟିଆ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ କରି ଯୋଗେଇଦେଉଛନ୍ତି ସେବା । ଦୁଇଦିନ ପୂର୍ବରୁ ରାଜନୈତିକ ଦଳ ପ୍ରବେଶ କରି ପ୍ରଚାର ପ୍ରସାର କରୁଥିବା ବେଳେ ଆଜି ମଧ୍ୟ ଆନ୍ଦ୍ରର ବିଦ୍ୟୁତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରିଙ୍କ ଅନୁପ୍ରୋବେଶ ଦେଖିବାକୁ ମିଳିଛି l

ସୂଚନା ଅନୁସାରେ ଆଜି ଆନ୍ଦ୍ରର ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ସହିତ ଆନ୍ଦ୍ର ବିଦ୍ୟୁତ କର୍ମଚାରୀମାନେ ତଳସେମ୍ବି ଓ ଉପରସେମ୍ବି ଅଞ୍ଚଳରେ ରହିଥିବା ପ୍ରତେକ ଘରକୁ ଘର ବୁଲିବୁଲି ମିଟର ଲଗେଇ ଦେବା ସହ ବିଦ୍ୟୁତ ସଜାଡୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି l ଦିନକୁ ଦିନ ଆନ୍ଧ୍ର ବିଭିନ୍ନ ଉପାୟରେ କୋଟିଆରେ ପ୍ରବେଶ କରୁଛି। ହେଲେ ରାଜ୍ୟ ସରକାର କଣ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Andhra provides electricity service in Kotia | Argus News