Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ

Odisha

ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ

Ritu Das
Browse all articles by Ritu Das
·2 years ago
ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ

ଅର୍ଗସ ବ୍ୟୁରୋ: ବିଷ ବଳୟରେ ଓଡିଶା। ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ। କଟକ, ଭୁବନେଶ୍ବର, ବାଲେଶ୍ବରରେ ବି ସାଘାଂତିକ ସ୍ଥିତି। ଗତକାଲି ପ୍ରଦୂଷଣ ମାନକ ସୂଚକାଙ୍କରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ 341 ଥିବା ବେଳେ ଅନୁଗୁଳ 354 ପଏଣ୍ଟ ସହ ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇ ଦେଇଛି। 

ଅନୁଗୁଳର ଏୟାର କ୍ବାଲିଟି ବହୁତ ନିମ୍ନ ଥିବା ରେକର୍ଡ କରାଯାଇଛି। ସେହିପରି ବାଲେଶ୍ବରରେ ପ୍ରଦୂଷଣ ମାତ୍ରା 312 ଓ କଟକରେ 303 ରହିଥିବା ବେଳେ ଭୁବନେଶ୍ବରରେ AQI 288 ରହିଛି। ଗତ ଦୀପାବଳି ସମୟରେ ଭୁବନେଶ୍ବରରେ ବାୟୁ ପ୍ରଦୂଷଣର ସାଘାଂତିକ ସ୍ଥିତି ଦେଖିବାକୁ ମିଳିଥିଲା। ଏବେ ଶୀତଦିନେ ଏତେ ମାତ୍ରାରେ ପ୍ରଦୂଷଣ ବଢିବା ଚିନ୍ତା ବଢ଼ାଇଦେଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Angul | Argus News