Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ପ୍ରାର୍ଥୀ ଘୋଷଣା ; ସମ୍ବଲପୁର ରେଢାଖୋଲର ପ୍ରାର୍ଥୀ ପରିବର୍ତ୍ତନ

Odisha

ବିଜେଡି ପ୍ରାର୍ଥୀ ଘୋଷଣା ; ସମ୍ବଲପୁର ରେଢାଖୋଲର ପ୍ରାର୍ଥୀ ପରିବର୍ତ୍ତନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଜେଡି ପ୍ରାର୍ଥୀ ଘୋଷଣା ; ସମ୍ବଲପୁର ରେଢାଖୋଲର ପ୍ରାର୍ଥୀ ପରିବର୍ତ୍ତନ

ଅର୍ଗସ ବ୍ୟୁରୋ : ବିଜେଡି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ବଦଳିଲେ ସମ୍ବଲପୁର ପ୍ରାର୍ଥୀ । ସମ୍ବଲପୁରରୁ ଲଢିବେ ରୋହିତ ପୂଜାରୀ । ନିମାପଡାରୁ ଲଢିବେ ଦିଲ୍ଲୀପ ନାୟକ । ଚିତ୍ରକୋଣ୍ଡାରୁ ଲଞିବେ ଲକ୍ଷ୍ମୀପ୍ରିୟା ନାୟକ । ପଦ୍ମପୁରରୁ ଲଢିବେ ବର୍ଷା ସିଂ ବରିହା । ସେହିପରି ରେଢାଖୋଲରୁ ଲଢିବେ ପ୍ରସନ୍ନ ଆଚାର୍ଯ୍ୟ । ଦେବଗଡରୁ ଲଢିବେ ଅରୁନ୍ଧତୀ କୁମାରି ଦେବୀ । ସାନଖେମୁଣ୍ଡି ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ଜୟପୁରରୁ ଲଢିବେ ଇନ୍ଦିରା ନନ୍ଦ । କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତିଆ । ଅନୁଗୁଳରୁ ଲଢିବେ ସଂଯୁକ୍ତା ସିଂହ । 

ଅଧିକ ପଢନ୍ତୁ : କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୂର୍ବରୁ ବିଜେଡି ୨୦ ଲୋକସଭା ଏବଂ ୯୯ଟି ବିଧାନସଭା ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା । ସୂଚନା ଅନୁସାରେ ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଓ ୧୫ ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Argus Whatsapp Channel Mobile Top
Sponsored
Announcement of BJC candidates; Change of candidate for Sambalpur Reshakhol | Argus News