Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ପ୍ରାର୍ଥୀ ଘୋଷଣା ; କାହା ସ୍ଥାନରେ କିଏ ପାଇଲେ ଟିକେଟ..

Swayangprajna Mishra
Browse all articles by Swayangprajna Mishra
·2 years ago
ବିଜେଡି ପ୍ରାର୍ଥୀ ଘୋଷଣା ; କାହା ସ୍ଥାନରେ କିଏ ପାଇଲେ ଟିକେଟ..

ଅର୍ଗସ ବ୍ୟୁରୋ : ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଆଜି ଆଉ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସେଥିରୁ ୫ଜଣ ନୂଆ ମୁହଁଙ୍କୁ ଦେଖିବାକୁ ମିଳିଛି ।  ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢିବେ ମହେଶ ସାହୁ । ସୀମା ନାୟକଙ୍କ ଜାଗାରେ ପ୍ରାର୍ଥୀ ହେଲେ ମହେଶ । ସେହିପରି ବରୀରେ ସୁନନ୍ଦା ଦାସଙ୍କ ସ୍ଥାନରେ ପ୍ରାର୍ଥୀ ହେଲେ ବିଶ୍ବରଞ୍ଜନ ମଲ୍ଲିକ ।

ଅଧିକ ପଢନ୍ତୁ : ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ରଘୁନାଥପାଲିରେ ସୁବ୍ରତ ତରାଇ ସ୍ଥାନରେ ନୂଆ ମୁହଁ ହୋଇଛନ୍ତି ଅର୍ଚ୍ଚନା ବେହେରା । ବାଲିକୁଦା ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢିବେ ସାରଦା ଜେନା । ରାଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନା ନୁଆଁ ମୁହଁ ପାଇଥିବା ସୂଚନା । ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ନେଲେ ରଞ୍ଜିତା ମାର୍ଣ୍ଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Announcement of BJC candidates; Who got the ticket in which place? | Argus News