Videos
|
Odisha

କୋର୍‌ କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ 18 ପ୍ରମୁଖ ନେତା

Manini Pattanayak
Browse all articles by Manini Pattanayak
·2 years ago
କୋର୍‌ କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ 18 ପ୍ରମୁଖ ନେତା

 ଭୁବନେଶ୍ୱର:  ନିର୍ବାଚନ ପାଇଁ BJPର ବିଭିନ୍ନ କମିଟି ଘୋଷଣା । ନିର୍ବାଚନ ପାଇଁ ବିଭିନ୍ନ କମିଟି ଘୋଷଣା କଲା ରାଜ୍ୟ ବିଜେପି । ବିଜେପିର କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଘୋଷଣା । କୋର୍‌ କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ 18 ପ୍ରମୁଖ ନେତା  । କମିଟିରେ ମନମୋହନ ସାମଲ୍‌, ବୈଜୟନ୍ତ ପଣ୍ଡା, ଅଶ୍ଵିନୀ ବୈଷ୍ଣବ ।

କୋର୍ କମିଟିରେ ଅଛନ୍ତି ଜୁଏଲ୍‌ ଓରାମ୍‌, ଜୟନାରାୟଣ ମିଶ୍ର । ରାଜ୍ୟ ନିର୍ବାଚନ କମିଟିରେ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ୍‌ । ନିର୍ବାଚନ କମିଟିରେ ବୈଜୟନ୍ତ ପଣ୍ଡା, ଅଶ୍ଵିନୀ ବୈଷ୍ଣବ ସାମିଲ୍ । ଶୃଙ୍ଖଳା କମିଟିରେ ପ୍ରତାପ ଷଡ଼ଙ୍ଗୀ, ପର୍ଶୁରାମ ମାଝୀଙ୍କ ସହ 5 ସଦସ୍ୟ  । ଫାଇନାନ୍ସ କମିଟିରେ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ସାମିଲ୍ । ଫାଇନାନ୍ସ କମିଟିରେ ଅଶ୍ଵିନୀ ବୈଷ୍ଣବ, ବିଶ୍ଵେଶ୍ଵର ଟୁଡୁ ସାମିଲ୍ ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Announcement of various committees of BJP for elections | Argus News