Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆହୁରି 24 ଘଣ୍ଟା ପ୍ରବଳ ବର୍ଷା ! 

Odisha

ଆହୁରି 24 ଘଣ୍ଟା ପ୍ରବଳ ବର୍ଷା ! 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆହୁରି 24 ଘଣ୍ଟା ପ୍ରବଳ ବର୍ଷା ! 

 ଭୁବନେଶ୍ୱର:  ରାଜ୍ୟରେ ବର୍ତ୍ତମାନ ପଶ୍ଚିମ ଝାଡ଼ଖଣ୍ଡ  ଓ ତାର ପାର୍ଶ୍ବବର୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆହୁରି 24 ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ 4 ଦିନଯାଏଁ  ହାଲୁକରୁ ମଧ୍ୟମ ଧରଣର ବର୍ଷା ଥିବା ବେଳେ କାଁଭାଁ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୧୦ ତାରିଖ ଠାରୁ ଧୀରେ ଧୀରେ ବର୍ଷାର ପରିମାଣ  କମିବା  ସହ ପୁଣି ୧୩ ରୁ ପ୍ରବଳ ବର୍ଷା ସମ୍ଭାବନା ଥିବା  ପୂର୍ବାନୁମାନ  କରିଛି ପାଣିପାଗ ବିଭାଗ । ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ 1ରୁ ଏଯାବତ ୬୧୪.୮  ମିମି  ବର୍ଷା ରେକର୍ଡ ହୋଇଛି। ଏ ବେବି ୬  ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ଗୋଟିଏ ଜିଲ୍ଲା ମାଲକାନଗିରି ରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ବଭାବିକ ବର୍ଷା ରେକର୍ଡ ହୋଇଛି । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another 24 hours of heavy rain in odisha! | Argus News