Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇସ୍ତଫା ଦେଲେ ଆଉ ଜଣେ ବିଜେଡି ସାଂସଦ

Ritu Das
Browse all articles by Ritu Das
·1 year ago
ଇସ୍ତଫା ଦେଲେ ଆଉ ଜଣେ ବିଜେଡି ସାଂସଦ

ଅର୍ଗସ ବ୍ୟୁରୋ: ଇସ୍ତଫା ଦେଲେ ଆଉ ଜଣେ ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ସୁଜିତ କୁମାର ତାଙ୍କ ଇସ୍ତଫା ଦଳର ସଭାପତିଙ୍କୁ ପଠାଇଲେ। 
 

ତେବେ ଅନ୍ୟପଟେ କୁହାଯାଉଛି ଯେ, ବିଜେଡିରୁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ଜନ ବିରୋଧୀ କାର୍ଯ୍ୟ ପାଇଁ ହେଲେ ବହିଷ୍କୃତ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another BJD | Argus News