Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ

Ritu Das
Browse all articles by Ritu Das
·1 year ago
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ବୋମା ଧମକ । ବିସ୍ଫୋରଣ କରି ବିମାନବନ୍ଦର ଉଡ଼ାଇବେବାକୁ ଧମକ । ସୋମବାର ରାତିରେ ଭୁବନେଶ୍ବରରୁ ଦିଲ୍ଲୀ ଆଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ଆସିଥିଲା । 

ଇଣ୍ଡିଗୋ ବିମାନ 179 ଯାତ୍ରୀଙ୍କୁ ନେଇ ରନ୍‌ୱେରେ ଇଡ଼ାଣ ଭରିବକୁ ଯାଉଥିବା ବେଳେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ବିମାନ ସିଆଇଏସ୍‌ଏଫ କର୍ମଚାରୀ, ବୋନା ନିଷ୍କ୍ରିୟକାରୀ ଦଳ ଓ ପୋଲିସ ଟିମ୍‌ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ନାଇ ତନତନ କରି ଯାଞ୍ଚ କରିଥିଲେ । ହେଲେ ବିମାନ କି  ଯାତ୍ରୀ କାହାରିଠାରୁ ସେଭଳି କୌଣସି ଆପତ୍ତିଜନକ ବିସ୍ଫୋରକ ସାମଗ୍ରୀ ମିଳିନଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another bomb | Argus News