Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୁଲଡିହା ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ

Odisha

କୁଲଡିହା ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ

Ritu Das
Browse all articles by Ritu Das
·2 years ago
କୁଲଡିହା ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ

ଅର୍ଗସ ବ୍ୟୁରୋ: ପୁଣି କୁଲଡିହା ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ବାଲେଶ୍ଵର ଓ ମୟୂରଭଞ୍ଜ ସୀମାନ୍ତ କୁଲଡିହା ଅଭୟାରଣ୍ୟର କପ୍ତିପଦା ରେଞ୍ଜ ବଡପଦା ଅଞ୍ଚଳରେ ବନ ବିଭାଗ ଖୋଲିଥିବା ଟ୍ରେଞ୍ଚରେ ପଡି ଏକ ମାଈ ହାତୀର ମୃତ୍ୟୁ ଘଟିଛି। କିଛି ଦିନ ପୂର୍ବରୁ ଟ୍ରେଞ୍ଚରେ ପଡି ଛଟପଟ ହେଉଥିବା ବେଳେ କିଭଳି ବନ ବିଭାଗ ଜାଣିପାରିଲାନାହିଁ ବୋଲି ବନ ବିଭାଗର ପ୍ୟାଟ୍ରୋଲିଂ ଉପରେ ପ୍ରଶ୍ନ ଉଠିଛି। 

କୁଲଡିହା ରେଞ୍ଜର ଓ କପ୍ତିପଦା ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀକୁ ଉଦ୍ଧାର କରିଛନ୍ତି। ଗତ ଶୁକ୍ରବାର ମଧ୍ୟ କୁଲଡିହାର ଯୋଡାଚୁଆରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Another female | Argus News