Videos
|
Odisha

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

Banajyotshna Ray
Browse all articles by Banajyotshna Ray
·2 years ago
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ଅର୍ଗସ ବ୍ୟୁରୋ:  ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅନୁଭବ। ଖଣ୍ଡପଡାରୁ ଟିକେଟ୍‌ ନମିଳିବା ପରେ ଏପରି ନିଷ୍ପତ୍ତି। ଖଣ୍ଡପଡଶରୁ ସାବିତ୍ରୀ ପ୍ରଧାନଙ୍କୁ ମିଳିଛି ବିଜେଡି ଟିକେଟ୍‌। ଇସ୍ତଫା ପରେ ସ୍ୱାଧୀନ ଭାବେ ଲଢ଼ିପାରନ୍ତି ୈନୁଭବ ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
anubhav Patnaik resigned from BJD | Argus News