Acquitted After 22 Years in Jail / ୨୨ବର୍ଷ ଜେଲରେ ସଜ୍ଜା କାଟିବା ପରେ ନିର୍ଦ୍ଦୋଷ ପ୍ରମାଣିତ ହେଲେ ଅର୍ଜୁନ
·1 month ago·2 min read

Key Points
୨୨ ବର୍ଷ ଜେଲ୍ ପରେ ନିର୍ଦ୍ଦୋଷ
ନିର୍ଦ୍ଦୋଷ ପ୍ରମାଣିତ ହେଲେ ନବରଙ୍ଗପୁରର ଅର୍ଜୁନ ଜାନି
୨୦୦୪ରେ ଜଣେ ମହିଳାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ
ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୨ବର୍ଷ ଜେଲରେ ରହିଥିଲେ

ନୁଆଦିଲ୍ଲୀ,୦୬/୦୮: ୨୨ବର୍ଷ ଜେଲରେ ସଜ୍ଜା କାଟିବା ପରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି ନବରଙ୍ଗପୁରର ଅର୍ଜୁନ ଜାନି। ୨୦୦୪ ମସିହାରେ ଜଣେ ମହିଳାଙ୍କ ହତ୍ୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ପ୍ରାୟ ୨୨ ବର୍ଷ ଜେଲରେ ରହିଥିଲେ। ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅର୍ଜୁନ ଜାନିଙ୍କୁ ଦୋଷ ମୁକ୍ତ କରିଛନ୍ତି
୨୦୦୪ରେ ଘଟିଥିଲା ଟ୍ରିପଲ ମର୍ଡର
ଗତ ୨୦୦୪ରେ ନବରଙ୍ଗପୁର ଘଟିଥିବା ଏକ ଟ୍ରିପଲ ମର୍ଡର ଘଟଣାରେ ଅର୍ଜୁନ ଜାନିଙ୍କୁ ଗିରଫ କରିଥିଲା ପୋଲିସ । ଜେଲରେ ୧୨ ବର୍ଷ ରହିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବିଳମ୍ବରେ ଆସିଥିବାରୁ ହାଇକୋର୍ଟ ତାଙ୍କ ପିଟିସନକୁ ଖାରଜ କରିଦେଇଥିଲେ । ଆବେଦନକାରୀ ଶେଷରେ ସୁପ୍ରିମକୋର୍ଟ ପହଞ୍ଚିଥିଲେ । ତେବେ ତାଙ୍କ ନିବେଦନ ଉପରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ କେ.ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟକୁ ରଦ୍ଦ୍ କରିବା ସହ ଅଦାଲତ ଗୁଡିକରେ ଏଭଳି ମିଳିତ ବିଫଳତା ଯୋଗୁଁ ନିରୀହ ମଣିଷର ୨୨ ବର୍ଷ ଜେଲରେ କଟିଥିବାରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିଜେପି ନେତାଙ୍କୁ ହତ୍ୟା ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ
ସୁପ୍ରିମକୋର୍ଟ ତଦନ୍ତକୁ ଭର୍ସନା କରି କହିଥିଲେ ଯେ, ଯେଉଁଠାରେ ଟ୍ରାଏଲ କୋର୍ଟ ପ୍ରମାଣକୁ ସଠିକ୍ ମୂଲ୍ୟାଙ୍କନ କରିବାରେ ବିଫଳ ହେଲେ, ହାଇକୋର୍ଟ ମଧ୍ୟ ନିରବ ରହିଲେ । ଫଳରେ ବ୍ୟକ୍ତି 22 ବର୍ଷ ଜେଲରେ ରହିବାକୁ ପଡିଲା ।
ଅନ୍ୟପଟେ ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଅର୍ଜୁନଙ୍କୁ ପୁନର୍ବାସ ଓ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ କୋରାପୁଟ ଜିଲ୍ଲାପାଳ ସହଯୋଗ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।
କଣ ଥିଲା ମାମଲା ?
ଗତ ୨୦୦୪ ମସିହାରେ ନବରଙ୍ଗପୁର ଜିଲ୍ଲାରେ 3 ଜଣ ମହିଳାଙ୍କ ଗୋଟିଏ ରାତିରେ କେହି ହତ୍ୟା କରିଥିଲା । ଏହି ଘଟଣାରେ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନରେ ସନ୍ଦେହ କରି ପୋଲିସ ଅର୍ଜୁନ ଜାନିଙ୍କୁ ଗିରଫ କରିଥିଲା । ତଳକୋର୍ଟ ମାମଲାର ଶୁଣାଣି କରି ଅର୍ଜୁନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଆଦେଶ ବିରୋଧରେ ଆବେଦନକାରୀ ବିଳମ୍ବରେ ଆସିଥିବାରୁ ହାଇକୋର୍ଟରେ ପିଟିସନ ଖାରଜ ହୋଇଯାଇଥିଲା । ଫଳରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ବର୍ଷ ଧରି ଜଣେ ବ୍ୟକ୍ତି କେବଳ ସନ୍ଦେହ ଆଧାରରେ ଜେଲରେ କଟାଇ ଥିବାରୁ ଭୀଷଣ
ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ କହିଥିଲେ ଯେ, ଗରିବରୁ ଅତି ଗରିବ ଲୋକଙ୍କ ଦ୍ବାରଦେଶରେ କିପରି ଆଇନ ବ୍ୟବସ୍ଥା ପହଞ୍ଚି ପାରିବ ସେଥିପାଇଁ ସମ୍ବିଧାନର ତିନୋଟି ସ୍ତମ୍ଭ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏପରି କ୍ଷେତ୍ରରେ ସାମ୍ବିଧାନିକ ଅଦାଲତ ନିଜେ ବିବେକକୁ ପଚାରିବା ଉଚିତ୍ । କେବଳ ସନ୍ଦେହ ଆଧାରରେ ତାଙ୍କୁ ଆଜୀବନ କାରାଦଣ୍ଡ ଦେବା ଗ୍ରହଣୀୟ ନୁହେଁ ।
Related Topics
Explore more stories