୨୨ ରେ ଓଡ଼ିଶା ଆସିବେ ରାମ
·2 years ago

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ। ନିର୍ବାଚନୀ ସଭାରେ ଯୋଗ ଦେବେ ଅରୁଣ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର ଅରୁଣ ଗୋଭିଲ ।
କେନ୍ଦ୍ରୀୟ ନେତାଙ୍କ ମାରାଥନ ଗସ୍ତ ଓଡ଼ିଶାକୁ ଜାରି ରହିଛି। ସେହିପରି ୨୩ରେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡଚଣା, ବାଲିକୁଦାରେ ନଡ୍ଡାଙ୍କ ସଭା ରହିଥିବାବେଳେ ଚିଲିକା ଓ ସାଲେପୁରରେ ଜନସଭା କରିବେ ଯୋଗୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
