Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିର ନାରୀଙ୍କୁ ଏ କି ସମ୍ମାନ ?

Smruti Parija
Browse all articles by Smruti Parija
·2 years ago
ବିଜେଡିର ନାରୀଙ୍କୁ ଏ କି ସମ୍ମାନ ?

ଦେବଗଡ: ବିଜେଡିର ନାରୀଙ୍କୁ ଏ କି ସମ୍ମାନ । ପ୍ରଥମେ ଟିକେଟ୍ ଦେଲେ, ତା ପରେ ଟିକେଟ୍ କାଟିଲେ । ଟିକେଟ୍ କଟିବା ପରେ ସୋସିଆଲ ମିଡିଆରେ ଅରୁନ୍ଧତୀ ଦେବୀଙ୍କ କ୍ଷୋଭ । ପ୍ରାର୍ଥୀ ବଦଳିବା ପରେ ଅରୁନ୍ଧତୀ ଦେବୀଙ୍କ ପ୍ରଥମ ପୋଷ୍ଟ । ଏହି ସଂସାରରେ ନାରୀର କୌଣସି ସମ୍ମାନ ନାହିଁ ଲେଖାଥିବା ସାମାଜିକ ଗଣ ମାଧ୍ୟମରେ ଏକ ପୋଷ୍ଟ କରିଛନ୍ତି ଅରୁନ୍ଧତୀ ଦେବୀ । 

ଏଠି ପ୍ରଶ୍ନ ଉଠୁଛି, ଅରୁନ୍ଧତୀ ଦେବୀଙ୍କ ଏ ପୋଷ୍ଟ କାହାକୁ ଇଙ୍ଗିତ କରୁଛି । ଦେବଗଡ଼ ଆସନରୁ ବିଜେଡି ପ୍ରଥମେ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ କରିଥିବା ବେଳେ, କିଛି ଦିନ ପରେ ଦଳ ପ୍ରାର୍ଥୀ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କୁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ବଦଳିଥିବାରୁ ଏହା ଅରୁନ୍ଧତୀଙ୍କ କ୍ଷୋଭ ବୋଲି କୁହାଯାଉଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arundhati Devi's anger on social media after the ticket was cut | Argus News