Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଂଶୁଘାତରେ ଏଯାଏ ୨୬ ଜଣଙ୍କର ମୃତ୍ୟୁ ହୋଇଛି

Ritu Das
Browse all articles by Ritu Das
·2 years ago
ଅଂଶୁଘାତରେ ଏଯାଏ ୨୬ ଜଣଙ୍କର ମୃତ୍ୟୁ ହୋଇଛି

ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୬ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ରାଜ୍ୟ ସରକାର। ସୁନ୍ଦରଗଡ଼ ଓ ଝାରସୁଗୁଡାରୁ ଅଧିକ ହିଟୱେଭ ମାମଲା ଆସୁଛି । ରାଉରକେଲାରେ ୨୦ ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ । ସେମାନଙ୍କ ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଛି । 

ଆଉ କିଛି ମୃତକଙ୍କ ପୋଷ୍ଟମର୍ଟମ ଚାଲିଛି । ଘଟଣାର ଯୁଗ୍ମ ତଦନ୍ତ ଚାଲିଛି । ତେବେ ଏବେ କିଛି ଅଂଶୁଘାତ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପାଳ ଓ CDMO ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ। ସେପଟେ ଖଣି ଅଞ୍ଚଳରୁ ଆସୁଛି ଅଧିକ ଅଭିଯୋଗ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
As many as 26 people | Argus News