ଜନ୍ମମାଟିରେ ଫିଲ୍ମ ପୋଷ୍ଟର ଚିରା ହେବାରୁ କୋହଭରା କଣ୍ଠରେ ଅନୁରୋଧ କଲେ ଫିଲ୍ମ ଦେଖିବାକୁ
·2 years ago

ଅର୍ଗସ ବ୍ୟୁରୋ: ଝାରସୁଗୁଡାରେ ଓଲିଉଡ ଫିଲ୍ମକୁ ବିରୋଧ । ସ୍ଥାନୀୟ ଶିବା ମଲ୍ଟିପ୍ଲେକ୍ସରେ ଲାଗିଥିବା `ପ୍ରଥା' ଫିଲ୍ମର ପୋଷ୍ଟର ଚିରିଲେ କୋଶଲ ସେନା । ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ତାର ପ୍ରଥମ ପ୍ରିମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଲ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବ୍ୟାନର ଚିରି ଦେଇଥିଲେ।
ତେବେ ପୋଷ୍ଟର ବ୍ୟାନର ଚିରାକୁ ନିନ୍ଦା କରିଛନ୍ତି ଫିଲ୍ମର ନିର୍ମାତା ତଥା ଫ୍ୟାଶନ ଡିଜାଇନର ସାନଲିଶା ପଟେଲ। ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଷ୍ଟର ନ ଚିରି ସମସ୍ତଙ୍କୁ ଓଡ଼ିଆ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି ଓ କହିଛନ୍ତି ସେ ଝାରସୁଗୁଡ଼ାର ଝିଅ କିନ୍ତୁ ନିଜ ଜନ୍ମ ମାଟିରେ ତାଙ୍କ ନିର୍ମିତ ଫିଲ୍ମଟିକୁ ବିରୋଧ କରି ତାଙ୍କୁ ହୀନସ୍ତା କରାଯାଉଛି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: