Videos
|
Odisha

ନିର୍ବାଚନୀ ରାଲିରେ ସାମିଲ ହୋଇ ଆଶା କର୍ମୀ ନିଲମ୍ବିତ

Banajyotshna Ray
Browse all articles by Banajyotshna Ray
·2 years ago
ନିର୍ବାଚନୀ ରାଲିରେ ସାମିଲ ହୋଇ ଆଶା କର୍ମୀ ନିଲମ୍ବିତ

ଅର୍ଗସ ବ୍ୟୁରୋ:  ନିର୍ବାଚନୀ ରାଲିରେ ସାମିଲ ହୋଇ ଆଶା କର୍ମୀ ନିଲମ୍ବିତ । ବୌଦ୍ଧ ଜିଲ୍ଲାରେ ଏକ ରାଜନୈତିକ ରାଲିରେ ସାମିଲ ହୋଇଥିବାରୁ ପୁଣି ଜଣେ ଆଶା କର୍ମୀଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଉସମିଲକା ଗ୍ରାମର ଆଶାକର୍ମୀ ସବିତା ପ୍ରଧାନ ବିଜେଡିର ଏକ ରାଲିରେ ସାମିଲ ହୋଇଥିବା ଫଟୋ ଭାଇରାଲ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ। ନିଲମ୍ବିତ ସମୟରେ ଜହ୍ନାପଙ୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Asha worker suspended for involvement in election rally | Argus News