Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଧରାପଡ଼ିଲା IPS ଆଶିଷ ସିଂଙ୍କ ଡାହା ମିଛ

Manini Pattanayak
Browse all articles by Manini Pattanayak
·2 years ago
 ଧରାପଡ଼ିଲା IPS ଆଶିଷ ସିଂଙ୍କ ଡାହା ମିଛ

ଭୁବନେଶ୍ୱର : ଆଶୀଷ କୁମାର ସିଂ ଶାରୀରିକ ଓ ମାନସିକ ସୁସ୍ଥ। ଆଶିଷ ଦେଇଥିଲେ ଭୁଲ ତଥ୍ୟ।  ଭୁଲ ତଥ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।  ନିଜ ସ୍ୱାସ୍ଥ୍ୟକୁ ନେଇ ଭୁଲ ତଥ୍ୟ ଦେଇଥିବାରୁ ନିର୍ଦ୍ଦେଶ ଦେଇଛନ୍ତି  ଇଲେକ୍ସନ  କମିଶନ।  ଏମ୍ସ ରିପୋର୍ଟ ଆଧାରରେ  ହେବ କାର୍ଯ୍ୟାନୁଷ୍ଠାନ।

କାରଣ ଆଶିଷ ସିଂ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା AIIMS ମେଡିକାଲ ରିପୋର୍ଟରେ ଉଲ୍ଲେଖ ରହିଛି। ଆଶିଷ ଫିଟ୍ ଥିବା ECIଙ୍କୁ ଜଣାଇଲେ AIIMS କର୍ତ୍ତୃପକ୍ଷ। ଆଶିଷ ସିଂଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ECI ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ashish Kumar Singh is physically and mentally healthy. Ashish gave wrong information. | Argus News