Jatra Controversy / ପୁଣି ବିବାଦରେ ଯାାତ୍ରା ପାର୍ଟି ମାଲିକ ନାଣ୍ଡୁ ଓରଫ ଅନନ୍ତ ନାରୟଣ ଧଳ,ଟଙ୍କା ଠକେଇର ଆସିଲା ଅଭିଯୋଗ
·5 months ago·2 min read

Key Points
ପୁଣି ବିବାଦରେ ନାଣ୍ଡୁ ଓରଫ ଅନନ୍ତ ନାରୟଣ ଧଳ
ଅଶୋକ ସମ୍ରାଟ ଏବଂ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ
ବାସନ୍ତୀୟ ଦୁର୍ଗାପୁଜା କମିଟିର ଟଙ୍କା ଠକି ନେଇଥିବା ଅଭିଯୋଗ

ଧାମନଗର,୧୩.୦୪: ପୁଣି ବିବାଦରେ ଫସିଛନ୍ତି ନାଣ୍ଡ ବାବୁ ଓରଫ ଅନନ୍ତ ନାରୟଣ ଧଳ। ଅଶୋକ ସମ୍ରାଟ ଏବଂ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ଆଉ ଥରେ ବିବାଦ ମଧ୍ୟ ଫସିଯାଇଛନ୍ତି । ନାଣ୍ଡୁ ଯାତ୍ରା କରିବାକୁ କହି ଅଗ୍ରୀମ ନେଇଥିଲେ, ଯାତ୍ରା ତ ଦୂରର କଥା । ଯଦି କମିଟି ସଦସ୍ୟ ଅଗ୍ରୀମ ଟଙ୍କା ମାଗୁଛନ୍ତି ତେବେ ନାଣ୍ଡୁ ବାବୁ କୁଆଡେ ଅସଭ୍ୟ ଭାଷାରେ କହିବା ସହ ଗାଳି ମଧ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
ବିବାଦରେ ପୁଣି ନାଣ୍ଡୁ ବାବୁ । ଯାତ୍ରା ପାର୍ଟି ଯାତ୍ରା ପାଇଁ ଟଙ୍କା ନେଲେ କିନ୍ତୁ ଲୋକଙ୍କୁ ଠକିଦେଲେ। ଯାତ୍ରା ପାର୍ଟି ଅଶୋକ ସମ୍ରାଟର ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ ବାବୁଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଭଦ୍ରକ ଧୂଷୁରୀ ଥାନା ଫତେପୁର ଗାଁରେ ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଗାଡ଼ି ଅଟକାଇ ଯାତ୍ରା ପାର୍ଟି ଗାଡି ଆଗରେ ଧାରଣାରେ ବସିଥିଲେ। ଏହା ସହ ଧୂଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ବାସନ୍ତୀୟ ଦୁର୍ଗାପୁଜା କମିଟି ତେନ୍ତୁଳିଡିହର ସଦସ୍ୟ।
ବାସନ୍ତୀ ଦୁର୍ଗାପୂଜା ଅବସରରେ ଯାତ୍ରା ପରିବେଷଣ ପାଇଁ ନାଣ୍ଡୁ ବାବୁଙ୍କୁ ୯ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। କିନ୍ତୁ ସେ ଟଙ୍କା ନେଇ ଯାତ୍ରା ପରିବେଷଣ କରିନଥିବାର ଅଭିଯୋଗ କରିଛନ୍ତି କମିଟି ସଦସ୍ୟ । ଏବେ ଯାଏଁ ଟଙ୍କା ମଧ୍ୟ ଫେରସ୍ତ କରିନାହାନ୍ତି। ଏନେଇ ବାରମ୍ବାର କହିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଲୋକେ ଯାତ୍ରା ପାର୍ଟି ଗାଡି ଅଟକାଇ ଧାରଣା ଦେଇଛନ୍ତି। କମିଟି ସଦସ୍ୟଙ୍କ ମୁତାବିକ, ଯଦି ଆମେ ଫୋନ୍ କରି ଯାତ୍ରା ପାର୍ଟିକୁ ଟଙ୍କା ମାଗୁଛି । ତେବେ ସେ ଆମକୁ ଗାଳି କରୁଛନ୍ତି । ଏହାସହ ଅସଭ୍ୟ ଭାଷାରେ କଥା କହୁଛନ୍ତି । ତେଣୁ ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବୁ ।
ରାତିରେ ଦେହସୁଖ ଦେଲିନି ବୋଲି ତୁଳସୀ ଗଣନାଟ୍ୟରୁ ବାହାର କରିଦେଲା ନାଣ୍ଡୁ। କହିଲା ପାଖରେ ଶୋଇପଡ 8 ଲକ୍ଷରୁ 14 ଲକ୍ଷ କରିଦେବି। ଅନନ୍ତ ନାରୟଣ ଧଳ ଓରଫ ନାଣ୍ଡୁଙ୍କ ନାଁରେ ପୁର୍ବରୁଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ତୁଳସୀ ଗଣ ନାଟ୍ୟର ପୂର୍ବତନ ଅଭିନେତ୍ରୀ ପୂଜା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ଛତିଶଗଡ଼ରେ ବଡ ଆକ୍ସନ
ପୂର୍ବରୁ ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିହାର ଆଣିଥିଲେ ଗୁରୁତର ଅଭିଯୋଗ, କହିଥିଲେ ତୁଳସୀ ମାଲିକ ନାଣ୍ଡୁ ଧଳ ଓରଫ ଅନନ୍ତ ନାରାୟଣ ଧଳ ସୋନାଲିଙ୍କୁ ଜୋର ଜବରଦସ୍ତ ରଖିଛନ୍ତି।
ସେପଟେ ଖୋଦ୍ ନାଣ୍ଡୁଙ୍କ ଯାତ୍ରା ପାର୍ଟି ଅଶୋକ ସମ୍ରାଟରୁ ଆସିଥିଲା ଗୁରୁତର ଅଭିଯୋଗ! ଅଭିଯୋଗ କରିଥିଲେ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। ବାଲିଆପାଳରେ ଯାତ୍ରା ଚାଲିଥିବା ବେଳେ ବକେୟା ଟଙ୍କା ମାଗିବାରୁ ନାଣ୍ଡୁ ଧଳ କମିଟି ଲୋକଙ୍କୁ ଲଗାଈ ମାମୁନି ଓ ତାଙ୍କ ସ୍ୱାମୀ ତଥା ଉପସ୍ଥାପକ ବାପୀ କୁମାରଙ୍କୁ ମାଡ଼ ମରାଇଥିବା ଭଳି ସଂଗୀନ ଅଭିଯୋଗ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

Related Topics
Explore more stories