ଓଡ଼ିଶାରୁ ନିର୍ବାଚନ ଲଢିବେ ଅଶ୍ବିନୀ ବୈଷ୍ଣବ
·2 years ago

ଭୁବନେଶ୍ୱର: ତୃତୀୟ ରାଜ୍ୟସଭା ପ୍ରାର୍ଥୀ ସସପେନ୍ସରେ ପୂର୍ଣ୍ଣଛେଦ । ଅଶ୍ବିନୀ ବୈଷ୍ଣବ ହେଲେ ରାଜ୍ୟସଭା ପ୍ରାର୍ଥୀ । ରାଜ୍ୟସଭାର ତୃତୀୟ ପ୍ରାର୍ଥୀ ହେଲେ ଅଶ୍ବନୀ ବୈଷ୍ଣବ । କେନ୍ଦ୍ର ବିଜେପି ନିର୍ବାଚନ ସମିତି ପକ୍ଷରୁ ଘୋଷଣା ।
ଶେଷ ହୋଇଛି ଅଶ୍ବିନୀଙ୍କ କାର୍ଯ୍ୟକାଳ । ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି । ପୁଣି ଥରେ ଓଡ଼ିଶା ରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ । ୨୦୧୯ରେ ଓଡ଼ିଶାରୁ ରାଜ୍ୟସଭା ଯାଇଥିଲେ ଅଶ୍ବିନୀ । ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: