ଦୁଇ ଯାତ୍ରୀବାହି ବସ ମୁହାଁମୁହିଁ ଧକ୍କା
·2 years ago

ଅର୍ଗସ ବ୍ୟୁରୋ : ଯାତ୍ରୀବାହି ବସ ମୁହାଁମୁହିଁ ଧକ୍କା । ଧରାକୋଟ ଥାନା ଢଉଗାଁ ଛକ ନିକଟରେ ଦୁଇ ଯାତ୍ରୀବାହି ବସ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ପାଞ୍ଚରୁ ଉର୍ଦ୍ଧ ଆହାତ ହୋଇଥିବା ସୂଚନା ରହିଛି । ମାଲକାନଗିରି ଅଭିମୁଖେ ଯାଉଥିବା ଦିଲଖୁସ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆହାତ ମାନଙ୍କୁ ଆସିକା ମେଡିକାଲ କୁ ବର୍ତ୍ତମାନ ସମୟରେ ସ୍ଥାନାନ୍ତର କରାଯାଉଛି l
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: