Police Misconduct / ଥାନା ଭିତରେ ମା'ପୁଅଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା,ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ DGP
·1 hour ago·2 min read

Key Points
ଥାନା ଭିତରେ ମା'ପୁଅଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା
କେନ୍ଦ୍ରାପଡ଼ା ତାଳଚୁଆ ମେରାଇନ୍ ଥାନାର ପୂର୍ବତନ IIC ଫସିଲେ
ପୂର୍ବତନ IIC ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ DGP ବିନୟତୋଷ ମିଶ୍ର
କେନ୍ଦ୍ରାପଡ଼ା ତାଳଚୁଆ ମେରାଇନ୍ ଥାନାର ପୂର୍ବତନ IIC ଫସିଲେ
ପୂର୍ବତନ IIC ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ DGP ବିନୟତୋଷ ମିଶ୍ର
କେନ୍ଦ୍ରାପଡ଼ା,୧୧/୧୧: କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ପୂର୍ବତନ ଅଧିକାରୀ ତଥା ବର୍ତ୍ତମାନ ସିଆଇଡି କ୍ରାଇମବ୍ରାଞ୍ଚରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ସନ୍ଧ୍ୟାରାଣୀ ଜେନାଙ୍କ ଅଡୁଆ ବଢ଼ିଛି । ତାଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗ ଉପରେ ଡିଜିପି ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା, ସରକାରୀ ପଦବୀର ଅପବ୍ୟବହାର, ପ୍ରମାଣ ନଷ୍ଟ କରିବା ଓ ପୋଲିସ ଅଧିକାରୀଙ୍କ ଆଚରଣବିଧ ଉଲ୍ଲଂଘନ ଅଭିଯୋଗ ହୋଇଥିଲା ।
ସନ୍ଧ୍ୟାରାଣୀ ରାଜନଗର ବ୍ଲକ୍ର ତାଳଚୁଆ ସାମୁଦ୍ରିକ ଥାନାରେ ଆଇଆଇସି ଥିବା ବେଳେ ବାଘମାରି ପଞ୍ଚାୟତ ଗିରିଆପାହି ଗାଁର ଜଣେ ମହିଳା ଓ ତାଙ୍କ ପୁଅକୁ ଆକ୍ରମଣ, ଧମକ ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଗତ ମେ' ୨୫ ତାରିଖରେ ଏକ ପାରିବାରିକ ବିବାଦ ମାମଲାରେ ଥାନା ପରିସରରେ ଏ ଘଟଣା ଘଟିଥିଲା । ଗାଁର ପବନ ମଣ୍ଡଳ ତାଙ୍କ ପତ୍ନୀ ଓ ପୁଅ ବିରୋଧରେ ତାଳଚୁଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ ।
ପଢନ୍ତୁ ଏହି ଖବର: ମହଙ୍ଗା ପଡ଼ିଲା ୭ ହଜାର ଲାଞ୍ଚ; ଚାକିରିରୁ ବିଦା ହେଲେ ORS ମନୀଷା ମିଶ୍ର
ପୋଲିସ ଡାକରା ପାଇ ଅନ୍ନପୂର୍ଣ୍ଣା ଓ ପୁଅ ଅନନ୍ତ ମେ' ୨୫ ସନ୍ଧ୍ୟାରେ ଥାନାକୁ ଯାଇ ପବନଙ୍କ ବିରୋଧରେ ପାଲଟା ଅଭିଯୋଗ ପତ୍ର ଆଇଆଇସି ସନ୍ଧ୍ୟାରାଣୀଙ୍କୁ ଦେଇଥିଲେ । ମାତ୍ର ସନ୍ଧ୍ୟାରାଣୀ ଅଭିଯୋଗ ପତ୍ର ରଖିବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରି ନିର୍ଯାତନା ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସନ୍ଧ୍ୟାରାଣୀ ଥାନା ଶୌଚାଳୟରେ ଥାର୍ଡ ଡିଗ୍ରୀ ଦେଇଥିବା ପଟ୍ଟାମୁଣ୍ଡାଇ ଏସ୍ଡିପିଓଙ୍କୁ ଭେଟି ଅଭିଯୋଗ କରିଥିଲେ ଅନ୍ନପୂର୍ଣ୍ଣା । କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ ଓ ଏସ୍ଡିପିଓ ସୁକାନ୍ତ ପାତ୍ର ଥାନାରେ ପହଞ୍ଚି ଛାନଭିନ କରିଥିଲେ । ଉଭୟ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ଡିଜିପି ମେ' ୨୭ ତାରିଖ ଦିନ ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଥିଲେ ।
Related Topics
Explore more stories