Odisha News / ମହଙ୍ଗା ପଡ଼ିଲା ୭ ହଜାର ଲାଞ୍ଚ; ଚାକିରିରୁ ବିଦା ହେଲେ ORS ମନୀଷା ମିଶ୍ର
·1 hour ago·2 min read

Key Points
ପ୍ରୋବେସନ୍ ପିରିୟଡ଼ରୁ ବିଦା ହେଲେ ORS ମନୀଷା ମିଶ୍ର । ମନୀଷାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ରାଜସ୍ଵ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଭୁବନେଶ୍ଵର: ୨ ବର୍ଷର ଚାକିରି ପରେ ବିଦା ହେଲେ ରାଜସ୍ଵ ଅଧିକାରୀ । ୭ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିବା ପରେ ଗଲା ଚାକିରି । ପ୍ରୋବେସନ୍ ପିରିୟଡ଼ରୁ ବିଦା ହେଲେ ORS ମନୀଷା ମିଶ୍ର । ମନୀଷାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ରାଜସ୍ଵ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନଭେମ୍ବର ୬ ତାରିଖରେ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୀଷା ମିଶ୍ର ଧରାପଡ଼ିଥିଲା । ୭ ତାରିଖରେ ବାଲେଶ୍ଵର ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ କୋର୍ଟ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।
୨ଟି ଠିକଣାରେ ରେଡ୍
ବାଲେଶ୍ଵର ଜିଲ୍ଲା ବାଲିଆପାଳ ସବରେଜିଷ୍ଟ୍ରାର ମନୀଷା ମିଶ୍ର ଲାଞ୍ଚ ନେଇ ଧରାପଡ଼ିଥିଲେ । ରାଜସ୍ଵ ବିଭାଗର କର୍ମଚାରୀ ମନୀଷା ମିଶ୍ରଙ୍କ ଠାରୁ ଭିଜିଲାନ୍ସ ୭ ହଜାର ଟଙ୍କା ଜବତ କରିବା ପରେ ତାଙ୍କର ୨ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜମି ପଞ୍ଜିକରଣ ପାଇଁ ମାଗିଥିଲେ ଟଙ୍କା
ଜମି ପଞ୍ଜିକରଣ ଲାଗି କ୍ରେତାଙ୍କ ଠାରୁ ସବରେଜିଷ୍ଟ୍ରାର ମନୀଷା ମିଶ୍ର ଲାଞ୍ଚ ନେଉଥିଲେ । ୦.୧୪ ଡିସିମିଲ୍ ଜମି ପାଇଁ ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ । ମନୀଷାଙ୍କୁ ଭିଜିଲାନ୍ସର ୧୧ ଜଣିଆ ଟିମ୍ ଧରିବା ସହ ତାଙ୍କ ଠାରୁ ୭ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲା ।
ଏଥିସହ ପଢ଼ନ୍ତୁ: ଲାଞ୍ଚ ନେଉଥିଲେ ସବରେଜିଷ୍ଟ୍ରାର; ମାଡ଼ି ବସିଲା ଭିଜିଲାନ୍ସ
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବରେଜିଷ୍ଟ୍ରାର ଭାବେ ମନୀଷା ମିଶ୍ର ୮ ମାସ ତଳେ ଯୋଗ ଦେଇଥିଲେ । ସେ ବିଭିନ୍ନ ସମୟରେ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ବାଲିଆପାଳ ଅଞ୍ଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କ ଜମିର ରେଜେଷ୍ଟ୍ରି ପାଇଁ ମନୀଷା ମିଶ୍ର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଶେଷରେ ଗୁରୁବାର ୭ ହଜାର ଟଙ୍କାରେ କଥାବାର୍ତ୍ତା ଛିଡ଼ିଥିଲା । ଏନେଇ ଜ୍ଞାନ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ, ଶୁକ୍ରବାର ଦିନ ୧୨ଟା ସମୟରେ ସବରେଜିଷ୍ଟ୍ରାର ମନୀଷାଙ୍କୁ ଜ୍ଞାନ ୭ ହଜାର ଟଙ୍କା ଦେବା ପରେ ୧୧ ଜଣିଆ ଭିଜିଲାନ୍ସ ତୁରନ୍ତ ଚଢ଼ାଉ କରିଥିଲା ।
ବାଲିଆପାଳ ସବରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ଠାରୁ ୭ ହଜାର ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଏଥିସହ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନ୍ସ ମନୀଷାଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଏନେଇ ବାଲେଶ୍ଵର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁସାରେ, ମନୀଷା ମିଶ୍ର ୨୦୨୪ରେ ରାଜସ୍ଵ ବିଭାଗରେ ଯୋଗ ଦେଇଥିଲେ । ବାଲିଆପାଳ ସବରେଜିଷ୍ଟ୍ରାର ଭାବେ ୨୦୨୪ରେ ଯୋଗ ଦେବା ପରେ ପ୍ରୋବେସନ ପିରିୟଡ଼୍ରେ ଥିଲେ ମନୀଷା ମିଶ୍ର ।