Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୃହ ଆରମ୍ଭରୁ ହଟ୍ଟଗୋଳ , ୧୧.୩୦ ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି

Swayangprajna Mishra
Browse all articles by Swayangprajna Mishra
·2 years ago
ଗୃହ ଆରମ୍ଭରୁ ହଟ୍ଟଗୋଳ , ୧୧.୩୦ ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି

ଅର୍ଗସ ବ୍ୟୁରୋ : ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ । ଗୃହ ଆରମ୍ଭରୁ ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ମୁଲତବି ରଖିଲେ ବାଚସ୍ପତି । ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ । ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା । ଏପଟେ ଏହାକୁ ବିରୋଧ କରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେଡ଼ି ବିଧାୟକଙ୍କ ଧାରଣା ।

ଅଧିକ ପଢନ୍ତୁ : କାମଚଳା ବଜେଟ ଅଧିବେଶନର ତୃତୀୟ ଦିନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assembly budget, the Speaker announced the adjournment of the House until 11.30 | Argus News