Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାନସଭାରେ ତୃତୀୟ ଦିନ ବି ଅଚଳାବସ୍ଥା

Smruti Parija
Browse all articles by Smruti Parija
·1 year ago
ବିଧାନସଭାରେ ତୃତୀୟ ଦିନ ବି ଅଚଳାବସ୍ଥା

ଭୁବନେଶ୍ୱର:  ବିଧାନସଭାରେ ତୃତୀୟ ଦିନ ବି ଅଚଳାବସ୍ଥା । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରି ଗୃହ ଅଚଳ କଲେ ବିରୋଧୀ । ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡିର ହୋହଲ୍ଲା ।  ଇଡି ପ୍ରସଙ୍ଗରେ କଂଗ୍ରେସର ନାରାବାଜି । ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ବିରୋଧୀ ହଟ୍ଟଗୋଳ କରିଛନ୍ତି । ପୂର୍ବାହ୍ନ 11.30  ଯାଏଁ ବିଧାନସଭା ମୁଲତବି ଘୋଷଣା କଲେ ବାଚସ୍ପତି । 

ଗତକାଲି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ।  ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ଯାଇଥିଲେ ତାରା ବାହିନୀପତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
assembly-update-house-adjourned-till-11-30-am | Argus News