Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘର ନିର୍ମାଣକୁ କେନ୍ଦ୍ର କରି ୪ଟି ପରିବାର ଉପରେ ଆକ୍ରମଣ

Banajyotshna Ray
Browse all articles by Banajyotshna Ray
·2 years ago
ଘର ନିର୍ମାଣକୁ କେନ୍ଦ୍ର କରି ୪ଟି ପରିବାର ଉପରେ ଆକ୍ରମଣ

ଅର୍ଗସ ବ୍ୟୁରୋ:  ଗାଁ ଦାଣ୍ଡରେ ବୁଲିଲା ମାରଣାସ୍ତ୍ର । ଘର ନିର୍ମାଣକୁ କେନ୍ଦ୍ର କରି ୪ଟି ପରିବାର ଉପରେ ଆକ୍ରମଣ । ମହିଳାମାନଙ୍କୁ ଘରୁ ଘୋଷାଡି ଆଣି ଆକ୍ରମଣ । ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ପୁରୀ ଚନ୍ଦନପୁର ଥାନା ସୁଜନପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରବିନ୍ଦ୍ର ସାହୁ, ଶିବ ପ୍ରସାଦ ସାହୁ, ରଞ୍ଜନ ସାହୁ, ସୁରେଶ ସାହୁ ଘର ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ ।

ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହୋଇଛି । ସେହି ଗାଁର ଇନ୍ଦ୍ରମଣି ସାହୁ ଏବଂ ଅଧିକାରୀ ସାହୁ ସମେତ ୩ଜଣ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack on 4 family centered on house construction | Argus News