Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଳାଶପଲ୍ଲୀ ଛକରେ ସମାଜସେବୀଙ୍କୁ ଆକ୍ରମଣ, ଦୁଇ ଅଟକ

Banajyotshna Ray
Browse all articles by Banajyotshna Ray
·1 year ago
ପଳାଶପଲ୍ଲୀ ଛକରେ ସମାଜସେବୀଙ୍କୁ ଆକ୍ରମଣ, ଦୁଇ ଅଟକ

ଅର୍ଗସ ବ୍ୟୁରୋ:  ପଳାଶପଲ୍ଲୀ ଛକରେ ସମାଜସେବୀଙ୍କୁ ଆକ୍ରମଣ ଘଟଣା । ଦୁଇ ଜଣଙ୍କୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ଆକ୍ରମଣ ସମୟରେ ବ୍ୟବହୃତ ବାଇକ ଜବତ । ସମାଜସେବୀ ଶିବ ଶ୍ରୀଚନ୍ଦନଙ୍କୁ ପଛପଟୁ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିବଙ୍କୁ ଏମ୍ସରେ ଭର୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା । କିଛି ମାସ ତଳେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ଶିବ ଶ୍ରୀଚନ୍ଦନ । ଘଟଣାର ତଦନ୍ତ କରୁଛି ଏୟାରପୋର୍ଟ ଥାନା ପୋଲିସ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack on social worker in Palashpalli street, two detained | Argus News