Videos
|
Odisha

କୁଳିଅଣା ଡିଭିଜନ ଟାଟା ପାୱାର ବିଦ୍ୟୁତ୍ ଅଧିକାରୀଙ୍କୁ ଆକ୍ରମଣ

Ritu Das
Browse all articles by Ritu Das
·1 year ago
କୁଳିଅଣା ଡିଭିଜନ ଟାଟା ପାୱାର ବିଦ୍ୟୁତ୍ ଅଧିକାରୀଙ୍କୁ ଆକ୍ରମଣ

ଅର୍ଗସ ବ୍ୟୁରୋ: କୁଳିଅଣା ଡିଭିଜନ ଟାଟା ପାୱାର ବିଦ୍ୟୁତ୍ ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି। ବିଦ୍ୟୁତ୍ ଯାଞ୍ଚ କରିବାକୁ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲା ମୁଣ୍ଢାକଟା ଗ୍ରାମକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଜଣେ ବିଦ୍ୟୁତ୍ ଅଧିକାରୀ ଗୁରୁତର ହୋଇ ବାରିପଦା ପି. ଆର.ଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 

ବିଦ୍ୟୁତ୍ ଗାଡ଼ି ସହ ଚାରି ଅଧିକାରୀଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଛନ୍ତି ଗ୍ରାମବାସୀ। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଥାନା, ଝାରପୋଖରିଆ ଓ କୁଳିଅଣା ଥାନା ଅଧିକାରୀ ଉପସ୍ଥିତ ରହି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ପରେ ଗାଡିକୁ ଛାଡିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Attack on Tata Power | Argus News