|
logo
Live

Argus News - କେନ୍ଦ୍ର ଆଗରେ ରାଜ୍ୟ ସରକାରଙ୍କ ଯୋଜନାର ବ୍ୟାନର୍, ବିଜେପିର ଘୋର ନିନ୍ଦା

Odisha

କେନ୍ଦ୍ର ଆଗରେ ରାଜ୍ୟ ସରକାରଙ୍କ ଯୋଜନାର ବ୍ୟାନର୍, ବିଜେପିର ଘୋର ନିନ୍ଦା

Banajyotshna Ray
Browse all articles by Banajyotshna Ray
·2 years ago
କେନ୍ଦ୍ର ଆଗରେ ରାଜ୍ୟ ସରକାରଙ୍କ ଯୋଜନାର ବ୍ୟାନର୍,  ବିଜେପିର ଘୋର ନିନ୍ଦା

ଅର୍ଗସ ବ୍ୟୁରୋ:  କେନ୍ଦ୍ରୀୟ ଯୋଜନା ନାଁରେ ଶ୍ରେୟ ନେବାକୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା । ନିଆଳିରେ କେନ୍ଦ୍ର ସରକାରଙ୍କ ଚାଉଳ ବଣ୍ଟା କେନ୍ଦ୍ର ଆଗରେ ରାଜ୍ୟ ସରକାରଙ୍କ ଯୋଜନାର ବ୍ୟାନର୍ ଲାଗିଥିଲା । ଯାହାକୁ ବିଜେପି ଘୋର ନିନ୍ଦା ସହ ନବୀନଙ୍କ ପୋଷ୍ଟର୍ ଚିରି ଫିଙ୍ଗା ଯାଇଛି । କେନ୍ଦ୍ର ସରକାର ମାଗଣା ଚାଉଳ ଦେଉଥିବାବେଳେ ରାଜ୍ୟ ସରକାର କେବଳ ମାତ୍ର ୩୫ ଜଣ ପରିବାରଙ୍କୁ ମାଗଣା ଚାଉଳ ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ନିଜର ପୋଷ୍ଟର ଲଗାଇ ବାହାବାହା ନେଉଛନ୍ତି, ଯାହାକୁ ବିଜେପି ଘୋର ନିନ୍ଦା କରିଛି ।

ଏହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋଦି ଚାଉଳରେ ନବୀନ ବ୍ରାଣ୍ଡ ଲଗାଇବାକୁ ନେଇ କଡ଼ା ସମାଲୋଚନା କରିଥିଲେ । ଧର୍ମେନ୍ଦ୍ର କହିଲେ ପ୍ରଚାର ସର୍ବସ୍ବ ପାଲଟିଛନ୍ତି ଓଡ଼ିଶା ସରକାର। ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେନ୍ଦ୍ର ଆଗରେ ରାଜ୍ୟ ସରକାରଙ୍କ ଯୋଜନାର ବ୍ୟାନର୍, ବିଜେପିର ଘୋର ନିନ୍ଦା | Argus News