Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନଭେମ୍ବର ୧୬ ତାରିଖରୁ ଦେଶବ୍ୟାପୀ CAG କାର୍ଯ୍ୟାଳୟରେ ଅଡିଟ ସପ୍ତାହ ପାଳନ

Odisha

ନଭେମ୍ବର ୧୬ ତାରିଖରୁ ଦେଶବ୍ୟାପୀ CAG କାର୍ଯ୍ୟାଳୟରେ ଅଡିଟ ସପ୍ତାହ ପାଳନ

Swayangprajna Mishra
Browse all articles by Swayangprajna Mishra
·1 year ago
ନଭେମ୍ବର ୧୬ ତାରିଖରୁ ଦେଶବ୍ୟାପୀ CAG କାର୍ଯ୍ୟାଳୟରେ ଅଡିଟ ସପ୍ତାହ ପାଳନ

ଅର୍ଗସ ବ୍ୟୁରୋ : ନଭେମ୍ବର ୧୬ ତାରିଖରୁ ଦେଶବ୍ୟାପୀ CAG କାର୍ଯ୍ୟାଳୟ ଗୁଡିକରେ ପାଳନ ହେଉଛି ଅଡିଟ ସପ୍ତାହ। ଏହି ଅବସରେ AG ଛକ ନିକଟରେ ଥିବା ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ ଅଫିସ କାର୍ଯ୍ୟାଳୟରେ ମଧ୍ୟ ଅଡିଟ ସପ୍ତାହ ପାଳିତ ହୋଇଛି। ସପ୍ତାହ ବ୍ୟାପୀ AG ଅଫିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆପଣା ଯାଇଛି। ଏହି ଅବସରରେ ଭୁବନେଶ୍ବର AG ଅଫିସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଚସ୍ପତି ସୁରମା ପାଢ଼ୀ।

ଅଧିକ ପଢନ୍ତୁ : କେ. ସଞ୍ଜୟ ମୂର୍ତ୍ତି ହେବେ ଦେଶର ପରବର୍ତ୍ତୀ ସିଏଜି

ବିଭିନ୍ନ ବିଭାଗର ରିପୋର୍ଟ ଶୀଘ୍ର ଉପସ୍ଥାପନ ହେଲେ ଆଗାମୀ ଦିନରେ ରିପୋର୍ଟ ଆଧାରରେ ସମୀକ୍ଷା ସହ ବିକଶିତ ଦେଶ ଓ ରାଜ୍ୟ ଗଠନ ଦିଗରେ ଅଧିକାରୀ ମାନେ ସେମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ସଠିକ୍ ଢଙ୍ଗରେ ପାଳନ କରିବା ନେଇ ମାଡାମ ସ୍ପିକର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Audit Week observed in CAG offices across the country from 16th November | Argus News