Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶୁଭ ଲଗ୍ନ ଆସନ୍ତା 8 ତାରିଖ ୯ଟା ୧୨ ମିନିଟ୍ ରୁ ୯.୨୭  ମିନିଟ୍ 

Smruti Parija
Browse all articles by Smruti Parija
·1 year ago
ଶୁଭ ଲଗ୍ନ ଆସନ୍ତା 8 ତାରିଖ ୯ଟା ୧୨ ମିନିଟ୍ ରୁ ୯.୨୭  ମିନିଟ୍ 

ସମ୍ବଲପୁର:  ନୂଆଁଖାଇ ପାଇଁ ବାହାରିଲା ଲଗ୍ନ ।  ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରରେ ଶୁଭ ଲଗ୍ନ ନିର୍ଘଣ୍ଟ ହେଲା । ଆସନ୍ତା ୮ ତାରିଖ ରବିବାର ଭାଦ୍ରଵ ମାସ ଶୁକ୍ଳ  ପକ୍ଷ ପଞ୍ଚମୀ ତିଥି ସମୟ ୯ଟା ୧୨ ମିନିଟ୍ ରୁ ୯.୨୭  ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହେବ ।  


ପରେ ଘରେ ଘରେ ଲୋକେ ନୂଆଁ ଖାଇବେ । ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମଣ୍ଡଳୀ ସମୂହ ବିଷ୍ଣୁ ସହସ୍ରନାମ ପାଠ ପୁର୍ବକ ମା' ସମଲେଶ୍ୱରୀଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଶୁଭ ଲଗ୍ନ ନିର୍ଘଣ୍ଟ କରିଛନ୍ତି l
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Auspicious 'Lagna' Finalised For Western Odisha's 'Nuakhai' Festival | Argus News