Videos
|
Odisha

ଅଟୋ ଓଲଟି ୧୪ ଗୁରୁତର : ଜଣେ ମୃତ

Ritu Das
Browse all articles by Ritu Das
·2 years ago
ଅଟୋ ଓଲଟି ୧୪ ଗୁରୁତର : ଜଣେ ମୃତ

ଅର୍ଗସ ବ୍ୟୁରୋ: ପାଟଣାଗଡ ଘସିଏନ ଗାଁ ନିକଟରେ ଅଟୋ ଓଲଟି ୧୪ ଗୁରୁତର । ଘଟଣା ସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। 

 ଆଜି ସକାଳୁ ପାଟଣାଗଡ ବ୍ଲକ ଅନ୍ତର୍ଗତ କେଣ୍ଡୁମୁଣ୍ଡି ଗାଁର କିଛି ଲୋକ ଅଟୋରେ ଖୁର୍ସେଲ ଗାଁକୁ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଘସିଏନ ପାଖରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତଙ୍କୁ ପାଟଣାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Auto overturn | Argus News