Accident News / ଘାଟିରେ ଅଟୋ ଓଲଟି ୧୩ ଆହତ
·10 months ago·2 min read

Key Points
ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ତୁରୁବୁଡି ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି । ଘାଟିରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।
ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ତୁରୁବୁଡି ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି । ଘାଟିରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଅଟୋଟି କିଛି ଲୋକଙ୍କୁ ନେଇ କୁମ୍ଭିଖାଲ ଗାଁକୁ ଏକ ଏକୋଇଶିଆ ଭୋଜିରେ ଯୋଗଦେବାକୁ ଆସୁଥିଲେ।
ଏହାସହ ପଢ଼ନ୍ତୁ: ଦିଲ୍ଲୀ କାର ବିସ୍ପୋରଣ ଘଟଣାର ତଦନ୍ତ କରିବ NIA
ହେଲେ ଭାରସାମ୍ୟ ହରାଇ ଏକ ଘାଟି ରାସ୍ତାରେ ଓଲଟି ପଡିଥିଲା। ଫଳରେ ୪ ଜଣ ଶିଶୁଙ୍କ ସହ ୧୩ ଜଣ ଆହତ ହୋଇଥିବା ଜଣାପଡିଛି। ଖବର ପାଇ କିଛି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି।
ଏହାସହ ପଢ଼ନ୍ତୁ: ଦିଲ୍ଲୀରେ ବିସ୍ଫୋରଣ ପରେ ଓଡ଼ିଶାରେ ହାଇଆଲର୍ଟ
ଭୁବନେଶ୍ୱର ବିମାନବନ୍ଦରରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ବଢିଛି ସର୍ଭିଲାନ୍ସ। କ୍ୟୁଆରଟି ଟିମ ସାଙ୍ଗକୁ ବମ ସ୍କ୍ବାର୍ଡ, ଡଗ ସ୍କ୍ବାର୍ଡ ଲଗାତାର ଭାବରେ ବିମାନବନ୍ଦର ବାହାରେ ଏବଂ ଭିତରେ ପଇଁତାର ମାରୁଛନ୍ତି। ସେପଟେ ରାଜ୍ୟରେ ସମସ୍ତ ପ୍ରକାରର ପରିସ୍ଥିତିକୁ ମୁକାବିଲା ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଏନେଇ ସୋମବାର ରାତିରେ କଟକ ବାଲିଯାତ୍ରା ଆୟୋଜନ ସ୍ଥଳକୁ ଗସ୍ତ କରି ସେଠାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଡିଜିପି। ଜନସମାଗମ ସ୍ଥଳ, ବଜାର, ରେଳ ଷ୍ଟେସନ, ବସ୍ ଟର୍ମିନାଲ୍, ଧାର୍ମିକ ସ୍ଥାନ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଇବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପର୍ଯ୍ୟଟନର ସହର ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ପୁଲିସର ନାକା ଚେକିଂ ଜାରି ରହିଛି। ରେଳ ଷ୍ଟେସନ, ଶ୍ରୀମନ୍ଦିର ଓ ତାର ଚତୁଃପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶ୍ରୀମନ୍ଦିର ସହିତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଫୋର୍ସ ମୁତୟନ ହେବାସହ ବନ୍ଧୁକଧାରୀ ନିୟୋଜିତ ହୋଇଛନ୍ତି। ସେହିପରି ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ପୋଲିସର କଡାକଡି ଚେକିଂ। ବିଭିନ୍ନ ଛକରେ ନାକା କରାଯିବ ସହ ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ପୋଲିସ ରଖିଛି ତୀକ୍ଷଣ ନଜର। ଏହା ସହ ପୂର୍ବାଞ୍ଚଳ ପୋଲିସ ଅଧୀନରେ ଥିବା ୫ ସାମୁଦ୍ରିକ ଥାନାକୁ ଆଲର୍ଟ ଜାରି କରାଯାଇଛି। ସେହିପରି ଚାନ୍ଦିପୁର ସ୍ଥିତ DRDO ଅଞ୍ଚଳରେ ସୁରକ୍ଷା ଅଧିକ କଡାକଡି କରାଯାଇଛି।
Related Topics
Explore more stories