Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିର

Manini Pattanayak
Browse all articles by Manini Pattanayak
·2 years ago
ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିର

ପୁରୀ: ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି ଗଢିଲେ ଶିଳ୍ପୀ ଶାଶ୍ଵତ । ୯୩୬ ଦିଆସିଲି କାଠିରେ ସେ ଏହି କାରିଗରୀଟି ପ୍ରସ୍ତୁତ କରିଛନ୍ତି ।

ଏହି କାରିଗରୀଟିକୁ ଗଢ଼ିବା ପାଇଁ ପୁରୀର ଶିଳ୍ପୀ ଶାଶ୍ଵତ ସାହୁଙ୍କୁ ୬ ଦିନ ସମୟ ଲାଗିଥିବା ବେଳେ ୭ ସେମି ଓସାର ଓ ୧୪ ସେମି ଲମ୍ବର ଏହି କୃତିଟି ଖୁବ୍ ଆକର୍ଷଣୀୟ ହୋଇପାରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayodhya Ram Temple in Diasili Wood by puri artist saswat | Argus News