Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ସରକାରଙ୍କ ପୋଲ ଖୋଲିଲେ ଆୟୁବ ଖାନ

Banajyotshna Ray
Browse all articles by Banajyotshna Ray
·2 years ago
ରାଜ୍ୟ ସରକାରଙ୍କ ପୋଲ ଖୋଲିଲେ ଆୟୁବ ଖାନ

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ପୋଲ ଖୋଲିଲେ ବିଜେଡିର ପୂର୍ବତନ ବିଧାୟକ। ପୂର୍ବତନ ବିଜେଡି ବିଧାୟକ ଆୟୁବ ଖାନ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସତ ସାମ୍ନାକୁ ଆଣିଛନ୍ତି। କଣ୍ଟାବାଞ୍ଜିରେ ଦାଦନ ସମସ୍ୟାକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି ଆୟୁବ ଖାନ । ସେ କହିଛନ୍ତି, ଦାଦନ ସମସ୍ୟା ସାରା ଓଡ଼ିଶାରେ ଅଛି। ବ୍ରହ୍ମପୁରର ଲକ୍ଷ ଲକ୍ଷ ଲୋକ କାମ ପାଇଁ ସୁରତ ଯାଉଛନ୍ତି। କଣ୍ଟାବାଞ୍ଜିରେ କୌଣସି କଳ କାରଖାନା ନାହିଁ। ଶିକ୍ଷିତ ଲୋକ ନିଯୁକ୍ତି ପାଇ ପାରିବେ ସେଭଳି ବ୍ୟବସ୍ଥା ନାହିଁ । ତେଣୁ ସବୁ ଜାଣିକି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀତ୍ୱ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ayub khan opened the secrets of the state government | Argus News