Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ଛୁଆର ମୃତଦେହ ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·2 years ago
ହାତୀ ଛୁଆର ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ:  ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଗାଁ ଅମର୍ଦା ପଞ୍ଚାୟତ ଦୁଆର୍ଶୁଣି ମଝିସାହି ଠାରେ ଏକ ହାତୀ ଛୁଆର ମୃତଦେହ ଠାବ କରିଛି ରାସଗୋବିନ୍ଦପୁର ବନବିଭାଗ। ସୂଚନା ଅନୁସାରେ ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ କିଛିଦିନ ହେଲା ରାସଗୋବିନ୍ଦପୁର ରେଞ୍ଜ ବିଭିନ୍ନ ଅଞ୍ଚଳରେ ଉପଦ୍ରବ କରୁଥିଲେ। ଆଜି ଦୁଆର୍ଶୁଣି ମଝିସାହି ବିଲ ମଝିରେ ହାତୀ ଛୁଆର ମୃତଦେହ ପଡିଥିବାର ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ। ହାତୀ ଛୁଆର ମୃ୍ତ୍ୟୁର କାରଣ ଅସ୍ପଷ୍ଟ ଥିଲା ବେଳେ ଶବ ବ୍ୟବଚ୍ଛେଦ ଚାଲିଥିବାର ରେଞ୍ଜ ଅଧିକାରୀ ଅଶୋକ କୁମାର ମାଝୀ କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
baby elephant dead body rescue | Argus News