Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ସଂଜପଡା ଗ୍ରାମରେ ହାତୀ ଛୁଆର ମୃତ୍ୟୁ

Smruti Parija
Browse all articles by Smruti Parija
·1 year ago
ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ସଂଜପଡା ଗ୍ରାମରେ ହାତୀ ଛୁଆର ମୃତ୍ୟୁ

ଢେଙ୍କାନାଳ: ଢ଼େଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ସଂଜପଡା ଗ୍ରାମରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ହାତୀଟିର ବୟସ ଦୁଇରୁ ତିନି ମାସ ହେବ ବୋଲି ଜଣାପଡିଛି । ହାତୀ ଆତଙ୍କ ମଧ୍ୟରେ ଦଳା ଚକଟା ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baby elephant dies in Sanjpada village in Hindoo range | Argus News