Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରେ ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା

Swayangprajna Mishra
Browse all articles by Swayangprajna Mishra
·1 year ago
ଭୁବନେଶ୍ବରରେ ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା

ଅର୍ଗସ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଆଚାର୍ଯ୍ୟ ବିହାର ସ୍ଥିତ ମହାରାଜା ହଲ ନକଟରୁ କନ୍ୟା ସନ୍ତାନ ଉଦ୍ଧାର । ରାତିରେ ଶିଶୁ କନ୍ୟାକୁ କେହି ଅଜଣା ବ୍ୟକ୍ତି ଛାଡି ଚାଲିଯାଇଥିବା ସୂଚନା ।

ଅଧିକ ପଢନ୍ତୁ : ୯ ଦିନର ଶିଶୁ କନ୍ୟା ବିକ୍ରି ଅଭିଯୋଗର ପ୍ରଶାସନିକ ତଦନ୍ତ ଆରମ୍ଭ

ସହିଦନଗର ଥାନା ଅଧିକାରୀ ଶିଶୁ ଟିକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baby girl rescue again in Bhubaneswar | Argus News