Accident / ବାଦାମବାଡ଼ି ଟ୍ରାଫିକ ଛକରେ ଦୁର୍ଘଟଣା, ବସ୍କୁ ପିଟିଲା ବସ୍
·9 months ago·2 min read

Key Points
କଟକ ବାଦାମବାଡ଼ି ଥାନା ସମ୍ମୁଖ ଟ୍ରାଫିକ ଛକରେ ଦୁର୍ଘଟଣା
ବସ୍କୁ ପଛପଟୁ ଧକ୍କା ଦେଲା ବସ୍
ବସ୍କୁ ପଛପଟୁ ଧକ୍କା ଦେଲା ବସ୍
ବସକୁ ପିଟଲା ଆଉ ଗୋଟେ ବସ୍। ଯାହା ଫଳରେ କଟକ ବାଦାମବାଡ଼ି ଥାନା ସମ୍ମୁଖ ଟ୍ରାଫିକ ଛକରେ ଦୁର୍ଘଟଣା ଘଟିଛି । ବସ୍କୁ ପଛପଟୁ ଧକ୍କା ଦେଲା ବସ୍ । ପଛ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଜୟପୁରରୁ କଟକ ଆସୁଥିବା ଲାଇନ ବସଟି ନେତାଜୀ ବସ ଷ୍ଟାଣ୍ଡରେ ଛାଡିବା ପରେ, ଷ୍ଟାଣ୍ଡରୁ ବାହାରି ପାର୍କିଂ ଅଭିମୁଖେ ଯାଉଥିଲା l ବାଦାମବାଡ଼ି ଟ୍ରାଫିକ ସମ୍ମୁଖରେ ଛିଡା ହୋଇଥିବା ବେଳେ ଏକ ଘରୋଇ ବସ୍ କଟକ ରୁ ଭୁବନେଶ୍ୱର ଯାଉଥିବା ବସଟି ନିଜରୁ ଗତିକୁ ନିୟନ୍ତ୍ରଣ ନକରିପାରି ପଛରୁ ଅତି ଜୋରରେ ଧକା ଦଇଥିଲା l ପଛ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ଦୁର୍ଘଟଣା ପରେ ଆରତୀ ବସର ଡ୍ରାଇଭର ଫେରାର ହୋଇଯାଇଛି । ଦୁଇଟି ବସ କୁ ବାଦାମବାଡ଼ି ବସ ଅଟକ ରଖି ତଦନ୍ତ ଚଳେଇଛନ୍ତି ।
ଏହି ବସ୍ ଦୁର୍ଘଟଣାକୁ ନେଇ କିଛି ଯାତ୍ରୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆମେ ଜୟପରରୁ କଟକ ଆସିଥିଲୁ। କଟକରୁ ଲୋକ ଛାଡିକି ଯାଉଥିଲୁ ହେଲେ ଏଯାଏଁ ବାଦାମବାଡି ଟ୍ରାଫିକରେ ଫସି ରହିଛୁ। ବସ୍ଟି ୪୦ରୁ ୫୦ ସ୍ପିଡରେ ଯାଉଥିଲା ଟ୍ରାଫିକ ସିଗନାଲ ଦେଇଥିଲା ମୁଁ ଛିଡା ହୋଇଥିଲି। ପଛପଟୁ ଆସିକି ବସ୍ ଟି ପିଟିଛି। ଘଟଣା ସ୍ଥଳରୁ ଡ୍ରାଇଭରଟି ଫେରାର ହୋଇଯାଇଥିବା ଜଣାପଡିଛି। ଏହି ଦୁର୍ଘଟଣାରେ କାହାର କିଛି ହୋଇନଥିବା ଜଣାପଡିଛି। କିନ୍ତୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ଏଥିସହ ପଢ଼ନ୍ତୁ: ଶୀତରେ ଥରୁଛି ରାଜ୍ୟ, ଭୁବନେଶ୍ୱରରେ ୧୫ ଡିଗ୍ରୀ ତଳେ ପାରଦ
ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ସଡକ ଦୁର୍ଘଟଣା। କେତେବେଳେ ଅନେକଙ୍କ ଜୀବନ ଯାଉଛି ତ ପୁଣି ଅନେକ ଆହତ ହେଉଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣା ବୃଦ୍ଧିର କାରଣ କଣ ? ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ସଡକ ଦୁର୍ଘଟଣା। କେତେବେଳେ ଅନେକଙ୍କ ଜୀବନ ଯାଉଛି ତ ପୁଣି ଅନେକ ଆହତ ହେଉଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣା ବୃଦ୍ଧିର କାରଣ କଣ ? ଓଡ଼ିଶାରେ ସଡ଼କ ଦୁର୍ଘଟଣା ପାଇଁ ବଢୁଛି ଚିନ୍ତା । ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ପ୍ରତ୍ୟେକ ଦିନ ୧୫ ଲୋକଙ୍କର ହେଉଛି ମୃତ୍ୟୁ । ଖାଲି ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ସଡ଼କ ସୁରକ୍ଷା ଏକ ବଡ ସମସ୍ୟା ଉଭା ହେଲାଣି ବୋଲି ସୂଚନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାରା ଦୁନିଆରେ ସଡକ ଦୁର୍ଘଟଣାରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ । '' ଆଉ ପୁରା ଭାରତରେ ସଡ଼କ ଦୁର୍ଘଟଣାରେ ଓଡ଼ିଶା ୧୩ ନମ୍ବର ସ୍ଥାନରେ ରହିଛି । ଲୋକଙ୍କ ସହଯୋଗ, ସରକାର, ପୋଲିସ, ରୋଡ଼ ଓନିଙ୍ଗ ଏଜେନ୍ସି, ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ ସମସ୍ତଙ୍କ ମିଳିତ ଉଦ୍ୟମରେ ସଡ଼କ ଦୁର୍ଘଟଣା ରୋକିବା ଚେଷ୍ଟା ଜାରି ରହିଛି । ତେବେ ୪ଟି ଦିଗରେ ସଡ଼କ ସୁରକ୍ଷା ନେଇ ସରକାରଙ୍କ ପ୍ରଚେଷ୍ଟା ଚଳାଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ''।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories